ରାଜ୍ୟ

ଓଡ଼ିଶାରେ ବି ଘରୋଇ କମ୍ପାନୀରେ ରାତିରେ କାମ କରିପାରିବେ ମହିଳା

ଭୁବନେଶ୍ବର: ଏଣିକି ନାଇଟ୍ ସିଫ୍ଟ କରିବେ ମହିଳା । ଓଡିଶାରେ ଥିବା ଘରୋଇ କମ୍ପାନୀରେ ଏଣିକି ରାତିରେ କାମ କରିବେ ମହିଳା । ଓଡ଼ିଶାରେ ଥିବା କାରଖାନା ଓ ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାମ କରିପାରିବେ । ମାତ୍ର ଏଥିପାଇଁ ସେମାନଙ୍କ ଠାରୁ ଲିଖିତ ସହମତିପତ୍ର ନେବା ବାଧ୍ୟତାମୂଳକ କରାଯାଇଛି । ଶ୍ରମ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରାତିରେ କାମ କରିବା ନେଇ ବିଭିନ୍ନ ସର୍ତ୍ତାବଳୀ ରଖାଯାଇଛି । ଯେଉଁଥିରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ତେବେ ନଜର ପକାନ୍ତୁ ମହିଳାମାନେ ନାଇଟ୍ ସିଫ୍ଟ କଲେ କେଉଁ କେଉଁ ନିୟମ ପାଳନ କରାଯିବ ଏବଂ କେଉଁ ସବୁ ଦିଗ ଉପରେ ଗୁରୁତ୍ବ ଦିଆଯିବ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button