ରାଜ୍ୟ

ଚନ୍ଦକା ଅଭୟାରଣ୍ୟରେ ମୋରମ ଚୋରି: ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଏଫଓ

ଭୁବନେଶ୍ବର: ଚନ୍ଦକା ଅଭୟାରଣ୍ୟରେ ମୋରମ ଚୋରି ହେଉଥିବା ଘଟଣାକୁ ନେଇ ଆକ୍ସନ ମୋଡରେ ବନ ବିଭାଗ। ଚନ୍ଦକା ଡିଏଫଓ ବିନୋଦ ଆଚାର୍ଯ୍ୟ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ତଦନ୍ତ ଆରମ୍ଭ ହୋଇଛି। ଏସିଏଫ ମଧୁସ୍ମିତା ଦାସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଚନ୍ଦକା ଅଭୟାରଣ୍ୟରେ ମୋରମ ଚୋରି ହେଉଥିବା କଥାକୁ ସ୍ବୀକାର କରିଛନ୍ତି ଡିଏଫଓ । ସେ କହିଛନ୍ତି, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ଗାଡ଼ିରେ ମୋରମ୍ ଚୋରି ହେଉଥିଲା, ସେସବୁ ଗାଡ଼ି ମାଲିକମାନଙ୍କୁ ଖୁବ ଶୀଘ୍ର ନୋଟିସ୍‌ ପଠାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button