ରାଜ୍ୟ

୩୦ଟି ଅଭିଯୋଗ ଶୁଣିଲେ ଜିଲାପାଳ

ଜୟପୁର: ୩୦ଟି ଅଭିଯୋଗ ଶୁଣିଲେ କୋରାପୁଟ ଜିଲାପାଳ ଭି କିତ୍ତି ଭାସନ । ଆଜି ଜୟପୁର ଉପ ଜିଲାପାଳ ଙ୍କ କାର୍ଯ୍ୟାଳୟରେ ଏହି ଶୁଣାଣି ଅନୁଷ୍ଠିତ ହୋଇଥିଲା । ରାସ୍ତା ନିର୍ମାଣ, ବଦଳି, ଟ୍ରାଫିକ ସମସ୍ୟା ଆଦି ଅଭିଯୋଗର ଶୁଣାଣି ହୋଇଥିଲା । ଏଥିରେ କୋରାପୁଟ ଏସପି ରୋହିତ ବର୍ମା, ଉପ ଜିଲାପାଳ ଆକ୍କାବରମ ଶସ୍ୟା ରେଡ୍ଡୀ,ଏସଡିପିଓ ଅଙ୍କିତ କୁମାର ବର୍ମା ସହ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲାପାଳ ବ୍ୟକ୍ତିଗତ ୨୨ଟି ଓ ଗୋଷ୍ଠି ଗତ ୮ଟି ଅଭିଯୋଗର ଶୁଣାଣି କରିଥିଲେ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button