ଦେଶ- ବିଦେଶ
-
ଆଉ ନାହାନ୍ତି ଆର୍ôଥକ ସଂସ୍କାରକ ମନମୋହନ ସିଂହ
ନୂଆଦିଲ୍ଲୀ: ଆଉ ନାହାନ୍ତି ଉଦାରୀକରଣର ସ୍ଥପତି ସଂସ୍କାର ସୁତ୍ରଧର ଦେଶର ଆର୍ôଥକ ସୁଧାରର ଜନନାୟକ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ୯୨ ବର୍ଷ…
Read More » -
କଂଗ୍ରେସ ପୋଷ୍ଟରରେ ଅଧା ଭାରତ ମାନଚିତ୍ର
ନୂଆଦିଲ୍ଲୀ: କଂଗ୍ରେସର ପୋଷ୍ଟରକୁ ନେଇ ତେଜିଲା ରାଜନୀତି । କଂଗ୍ରେସର ବେଲଗାଭି ଅଧିବେଶନରେ ପ୍ରଦର୍ଶିତ ହୋଇଥିବା ପୋଷ୍ଟରରେ ଅଧା ଭାରତର ମାନଚିତ୍ର ରହିଥିବା ଦେଖିବାକୁ ମିଳିଛି ।…
Read More » -
ଏଣିକି ଅନ୍ଲାଇନ୍ରେ ପେଟ୍ରୋଲ,ଡ଼ିଜେଲ ଅର୍ଡ଼ର କରିପାରିବେ
ନୂଆଦିଲ୍ଲୀ: ସାଧାରଣତଃ ଅଧା ବାଟରେ ଗାଡିରୁ ତେଲ ସରିଗଲେ ଲୋକେ ଚିନ୍ତିତ ହୋଇପଡ଼ନ୍ତି । ଆଉ ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ…
Read More » -
ଏୟାର ଟାକି୍ସ: ୩୦ ମିନିଟ୍ ଚାର୍ଜରେ ଚାଲିବ ୧୨୪ କିମି
ନୂଆଦିଲ୍ଲୀ: ନିକଟରେ ନୂତନ ବିଦ୍ୟୁତ୍ ଚାଳିତ ବିମାନ ବିକଶିତ କରାଯାଇଛି। ଏହାକୁ ଚୀନ୍ର ପ୍ରମୁଖ ଜାହାଜ ଓ ପରିବହନ କମ୍ପାନି ଜିଏସି ଦ୍ୱାରା ପ୍ରସ୍ତୁତ କରାଯାଇଛି ।…
Read More » -
ଅସୁସ୍ଥ ସ୍ତ୍ରୀଙ୍କ ପାଇଁ ଭିଆରଏସ୍ ନେଲେ ସ୍ୱାମୀ, ବିଦାୟ ସମ୍ବର୍ଦ୍ଧନାରେ ହିଁ ଟଳିପଡିଲେ ସ୍ତ୍ରୀ
ନୂଆଦିଲ୍ଲୀ: ଅସୁସ୍ଥ ସ୍ତ୍ରୀଙ୍କ ସେବା କରିବା ପାଇଁ ସ୍ୱାମୀ ନେଲେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର । ବଳକା ସମୟ ଏକାଠି କାଟିବେ ବୋଲି ଉଭୟ ସ୍ୱାମୀ…
Read More » -
ସାଣ୍ଟା କ୍ଲଜ୍ ପୋଷାକରେ କେଜ୍ରିୱାଲ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ସାଣ୍ଟା କ୍ଲଜ ପୋଷାକରେ ନଜର ଆସିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକୁ ଉପହାର ରୂପେ ପ୍ରଦର୍ଶିତ…
Read More » -
ଗିରଫ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ , ଏପରି କହିଛନ୍ତି କେଜ୍ରିୱାଲ
ନୂଆଦିଲ୍ଲୀ: ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଦିଲ୍ଲୀ ସରକାରଙ୍କ…
Read More » -
ରାଜକୁମାରୀଙ୍କୁ ଲଭ୍ ଲେଟର ଦେଇଥିଲେ ବାଜପେୟୀ
ନୂଆଦିଲ୍ଲୀ: ଅଟଳ… ନାଁ ଯେମିତି ଥିଲା ବ୍ୟକ୍ତିତ୍ୱ ବି ସେମିତି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୧୦୦ ତମ ଜନ୍ମବାର୍ଷିକୀ । ଅଟଳ…
Read More » -
ଦଳା ଚକଟାର ଆସିଲା ସିସିଟିଭି ଫୁଟେଜ୍
ହାଇଦ୍ରାବାଦ: ପୁଷ୍ପା-୨ ପ୍ରିମିୟର ଦିନ ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲ ବାହାରେ ଘଟିଥିଲା ଅଘଟଣ। ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୮ ବର୍ଷର…
Read More » -
ବଦଳିଲା ବିମାନରେ ହ୍ୟାଣ୍ଡବ୍ୟାଗ ନେବା ନିୟମ, ସର୍ବାଧିକ ଓଜନ ୭କେଜି
ନୂଆଦିଲ୍ଲୀ : ବଦଳିଲା ବିମାନରେ ହ୍ୟାଣ୍ଡବ୍ୟାଗ୍ ନେବା ନିୟମ । ଏଣିକି ବିମାନରେ ୭ କେଜିରୁ ଅଧିକ ଓଜନର ହ୍ୟାଣ୍ଡବ୍ୟାଗ୍ ନେଇପାରିବେ ନାହିଁ ଯାତ୍ରୀ । ଯଦି…
Read More »