-
ଦେଶ- ବିଦେଶ
ନିଆରା ଢଙ୍ଗରେ ପ୍ରତିବାଦ: ନିଜକୁ ନିଜେ ମାରିଲେ ଚାବୁକ୍
ଚେନ୍ନାଇ: ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ତାମିଲନାଡୁ ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ । ସେ ନିଜକୁ ନିଜେ ଚାବୁକ୍ ମାରି ପ୍ରତିବାଦ କରିଛନ୍ତି । ଯାହାର ଭିଡିଓ…
Read More » -
ଦେଶ- ବିଦେଶ
ପାଖରେ ଟଙ୍କା ନ ଥିବାରୁ ଟ୍ରେନ୍ ତଳେ ଓହଳି ୨୫୦ କିମି ଯାତ୍ରା କଲେ ଯୁବକ
ନୂଆଦିଲ୍ଲୀ: ଟ୍ରେନ୍ ତଳେ ଓହଳି ଓହଳି ୨୫୦ କିମି ଦୂର ଯାତ୍ରା କରିଛନ୍ତି ଯୁବକ । ଏହା ଜାଣିବା ପରେ ରେଲୱେ କର୍ମଚାରୀ ଓ ଲୋକେ ଆଶ୍ଚର୍ଯ୍ୟ…
Read More » -
ଦେଶ- ବିଦେଶ
ଝିଅ ଦର୍ଶନ କରିବା ପରେ ହେବ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ- ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ପ୍ରଖ୍ୟାତ ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କର ଆଜି ହେବ ନାହିଁ ଅନ୍ତିମ ସଂସ୍କାର । ଆସନ୍ତା କାଲି ହେବ ଡ ସିଂହଙ୍କ…
Read More » -
ଦେଶ- ବିଦେଶ
କ୍ଷମା ମାଗି ଏମିତି କିଛି ମନମୋହନଙ୍କୁ କହିଥିଲେ ସିଦ୍ଧୁ
ନୂଆଦିଲ୍ଲୀ: ପରଲୋକରେ ବିଶ୍ୱ ପ୍ରସିଦ୍ଧ ଅର୍ଥନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ୯୨ ବର୍ଷ ବୟସରେ ସେ ଦିଲ୍ଲୀ ସ୍ଥିତ ଏମ୍ସରେ ଶେଷ…
Read More » -
ଦେଶ- ବିଦେଶ
ମନମୋହନଙ୍କ ଓଡ଼ିଶା ସହ ରହିଛି ପାରିବାରିକ ସମ୍ପର୍କ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଓଡ଼ିଶା ସହ ରହିଛି ପାରିବାରିକ ସମ୍ପର୍କ । ତାଙ୍କ ଝିଅ ଦାମନ ସିଂ ହୋଇଛନ୍ତି ଓଡ଼ିଶାର ବୋହୂ । ସେ…
Read More » -
ଦେଶ- ବିଦେଶ
ଆଉ ନାହାନ୍ତି ଆର୍ôଥକ ସଂସ୍କାରକ ମନମୋହନ ସିଂହ
ନୂଆଦିଲ୍ଲୀ: ଆଉ ନାହାନ୍ତି ଉଦାରୀକରଣର ସ୍ଥପତି ସଂସ୍କାର ସୁତ୍ରଧର ଦେଶର ଆର୍ôଥକ ସୁଧାରର ଜନନାୟକ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ୯୨ ବର୍ଷ…
Read More » -
ମନୋରଞ୍ଜନ
୫୯ ବର୍ଷରେ ପାଦ ଦେଲେ ଭାଇଜାନ
ମୁମ୍ବାଇ: ୫୯ ବର୍ଷରେ ପାଦ ଦେଲେ ବଲିଉଡ଼ର ଭାଇଜାନ ସଲମାନ ଖାନ୍ । ସେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ସହ ଜନ୍ମଦିନ ପାଳିଛନ୍ତି । ତାହା ପୁଣି…
Read More » -
ଖେଳ ଖବର
ପଡ଼ିଆ ମଝିରେ କୋହଲି-କନଷ୍ଟାସ୍ ଝଗଡ଼ା: ଭିଡିଓ ଭାଇରାଲ
ମେଲବୋର୍ଣ୍ଣ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମେଲବୋର୍ଣ୍ଣରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମ୍ୟାଚ୍ରେ ଅଷ୍ଟ୍ରେଲିଆ…
Read More » -
ଦେଶ- ବିଦେଶ
କଂଗ୍ରେସ ପୋଷ୍ଟରରେ ଅଧା ଭାରତ ମାନଚିତ୍ର
ନୂଆଦିଲ୍ଲୀ: କଂଗ୍ରେସର ପୋଷ୍ଟରକୁ ନେଇ ତେଜିଲା ରାଜନୀତି । କଂଗ୍ରେସର ବେଲଗାଭି ଅଧିବେଶନରେ ପ୍ରଦର୍ଶିତ ହୋଇଥିବା ପୋଷ୍ଟରରେ ଅଧା ଭାରତର ମାନଚିତ୍ର ରହିଥିବା ଦେଖିବାକୁ ମିଳିଛି ।…
Read More » -
ଦେଶ- ବିଦେଶ
ଏଣିକି ଅନ୍ଲାଇନ୍ରେ ପେଟ୍ରୋଲ,ଡ଼ିଜେଲ ଅର୍ଡ଼ର କରିପାରିବେ
ନୂଆଦିଲ୍ଲୀ: ସାଧାରଣତଃ ଅଧା ବାଟରେ ଗାଡିରୁ ତେଲ ସରିଗଲେ ଲୋକେ ଚିନ୍ତିତ ହୋଇପଡ଼ନ୍ତି । ଆଉ ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ…
Read More »