ରାଜ୍ୟ
ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣା: ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୁଲିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ନାବାଳିକାଙ୍କୁ ଘରୁ ଉଠାଇ ନେଇ ଅନ୍ୟତ୍ର ଏକ ଭଡ଼ା ଘରରେ ରଖି ଦୀର୍ଘ ୧୪ ଦିନ ଜୋରଜବରଦସ୍ତ ଦୁଷ୍କର୍ମ କରିବା ଘଟଣାର ଅଭିଯୁକ୍ତକୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି ତଳସରା ପୁଲିସ।




