ମନୋରଞ୍ଜନ

ଟ୍ରେଲରେ ନଜର ଆସିଲା ଇବ୍ରାହିମ୍‌-ଖୁସିଙ୍କ କେମେଷ୍ଟ୍ରି

ମୁମ୍ବାଇ: ରିଲିଜ ହୋଇଛି ସୈଫଙ୍କ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ୍‌ଙ୍କ ଡେବ୍ୟୁ ଫିଲ୍ମ ନାଦାନିୟାଂର ଟ୍ରେଲର। ଫିଲ୍ମରେ ଜାହ୍ନବୀ କପୁରଙ୍କ ଭଉଣୀ ଖୁସି କପୁର ମଧ୍ୟ ନଜର ଆସିଛନ୍ତି। ଟ୍ରେଲରରେ ଦୁହିଁଙ୍କ କେମେଷ୍ଟ୍ରି ଜବରଦସ୍ତ ହୋଇଛି। ପ୍ରେମ କାହାଣୀକୁ ନେଇ ଫିଲ୍ମ ନିର୍ମାଣ ହୋଇଥିବା ଟ୍ରେଲରୁ ଜଣାପଡ଼ିଛି। ଦୁହିଁଙ୍କ ଜବରଦସ୍ତ ସିନ୍ ଟ୍ରେଲରରେ ଦେଖିବାକୁ ମିଳିଛି।

ଟ୍ରେଲରେ ଦେଖିଲେ କେତେବେଳେ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ମହବତେ ହେ, କେବେ ଷ୍ଟୁଡେଣ୍ଟ ଅଫ ଦି ଇୟର କଥା ମନେପଡ଼ିବ। ଫିଲ୍ମର ଟ୍ରେଲରରେ ଅନ୍ୟ ଷ୍ଟାରକାଷ୍ଟଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି।କାହାଣୀରେ ଇବ୍ରାହିମ୍ ଏବଂ ଖୁସିଙ୍କ ଚରିତ୍ରର ନାଁ ରହିଛି ପ୍ରିୟା ଏବଂ ଅର୍ଜ୍ଜୁନ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button