ରାଜ୍ୟ

ବାତ୍ୟା ପାଇଁ ୩ ଦିନ ସ୍କୁଲ ଛୁଟି

ଭୁବେନଶ୍ୱର: ପୂବେ-ର୍କନ୍ଦ୍ରୀୟ ବେଙ୍ଗାପସାଗର ଓ ଉତ୍ତର ଆଣ୍ଡାମାନ ସାଗରେର ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ୩ ଦିନ ସ୍କୁଲ ଛୁଟି ରହିବ । ସମ୍ଭାବ୍ୟ ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ୧୪ଟି ଜିଲ୍ଲୋର ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୨୩ରୁ ୨୫ ତାରିଖ ଯାଏ ସ୍କୁଲ ଛୁଟି ନେଇ ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ଦେଓ ରଂଜନ ସିଂ ସୂଚନା ଦେଇଛନ୍ତି।

ଏସ୍‌ଆରସି ସିଂ ଆହୁରି କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟେିର ରଖି େଅକ୍ଟାବର ୨୩ରୁ ୨୫ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାର ସ୍କୁଲ ଛୁଟି ରହିବ। ସେଗୁଡ଼ିକ ହେଲା ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଗଂଜାମ, କେନ୍ଦୁଝର, ଭଦ୍ରକ, ବୋଲଶ୍ୱର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button