ରାଜ୍ୟ

ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଘଟଣାକୁ ଚାପିଦେବାକୁ ଉଦ୍ୟମ

ବାରିପଦା: ମୟୂରଭଞ୍ଜଜିଲ୍ଲା ଶୁଳିଆପଦା ବ୍ଲକ କୁଜିଡିହି ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଛାତ୍ରୀ ଜଣଙ୍କ ସେହି ବ୍ଲକ ପଥରନେଶା ଗାଁର ରୀନା ମୁର୍ମୁ(୧୫)।

ସୂଚନା ଅନୁଯାୟୀ, ରୀନାଙ୍କର ଦେହ ହଠାତ ଖରାପ ହେବାରୁ ତାଙ୍କୁ ସ୍କୁଲ୍ କର୍ତ୍ତୃପକ୍ଷ ଘରକୁ ପଠାଇଥିଲେ। ଘରଲୋକ ପିଆରଏମ ମେଡିକାଲ ଓ କଲେଜକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୮ତାରିଖରେ ମୃତ୍ୟୁ ଘଟିଥିଲା। ଘଟଣାକୁ ଚାପିଦେବାକୁ ବିଭାଗ ପକ୍ଷରୁ ଉଦ୍ୟମ ହୋଇଥିଲା। ଦେହ ଖରାପ ହେବାରୁ ଚିକିତ୍ସା ନକରି ଘରକୁ ପଠାଇଥିଲେ ଏବଂ ଅବହେଳାରୁ ମୃତ୍ୟୁ ହୋଇଥିବାର ଅଭିଯୋଗ କରିଛନ୍ତି ପରିବାରଲୋକେ।

ରୀନାଙ୍କର ଦେହ ହଠାତ ଖରାପ ହେବାରୁ ତାଙ୍କୁ ସ୍କୁଲ୍ କର୍ତ୍ତୃପକ୍ଷ ଘରକୁ ପଠାଇଥିଲେ। ଘରଲୋକ ପିଆରଏମ ମେଡିକାଲ ଓ କଲେଜକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୮ତାରିଖରେ ମୃତ୍ୟୁ ଘଟିଥିଲା। ଘଟଣାକୁ ଚାପିଦେବାକୁ ବିଭାଗ ପକ୍ଷରୁ ଉଦ୍ୟମ ହୋଇଥିଲା। ଦେହ ଖରାପ ହେବାରୁ ଚିକିତ୍ସା ନକରି ଘରକୁ ପଠାଇଥିଲେ ଏବଂ ଅବହେଳାରୁ ମୃତ୍ୟୁ ହୋଇଥିବାର ଅଭିଯୋ ଗ କରିଛନ୍ତି ପରିବାରଲୋକେ। ଏପଟେ ସ୍କୁଲ ଓ ହଷ୍ଟେଲରେ ଉପସ୍ଥାନ ପଡୁଥଲା। ମୃତ୍ୟୁ ପରେ ଇରେଜର ମାରି ସଂଶୋଧନ ଲାଗି ଅପଚେଷ୍ଟା କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲା ଅନୁସୂଚିତ ଜାତିଜନଜାତି ଉନ୍ନୟନ ବିଭାଗରେ ଏହାକୁ ଆଉ ଏକ କଳା ଅଧ୍ୟାୟ ବୋଲି କୁହାଯାଉଛି। ଏପଟେ ସ୍କୁଲ ଓ ହଷ୍ଟେଲରେ ଉପସ୍ଥାନ ପଡୁଥଲା। ମୃତ୍ୟୁ ପରେ ଇରେଜର ମାରି ସଂଶୋଧନ ଲାଗି ଅପଚେଷ୍ଟା କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲା ଅନୁସୂଚିତ ଜାତିଜନଜାତି ଉନ୍ନୟନ ବିଭାଗରେ ଏହାକୁ ଆଉ ଏକ କଳା ଅଧ୍ୟାୟ ବୋଲି କୁହାଯାଉଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button